ଆସୁ ଆସୁ ଏନକାଉଣ୍ଟର୍ || Notorious Criminal 2 Cops Injured During Encounter in BBSR || Odisha Reporter

ଆସୁ ଆସୁ ଏନକାଉଣ୍ଟର୍  || Notorious Criminal 2 Cops Injured During Encounter in BBSR || Odisha Reporter

ବିଳମ୍ୱିତ ରାତିରେ ପୂରା ରାଜଧାନୀ ଥିଲା ନିରବ। ଆଉ ଠିକ୍ ଏତିକିବେଳେ ଲୁଟ ପାଇଁ ଯୋଜନା ପ୍ରସ୍ତୁତ କରୁଥିଲେ ଦୁର୍ଦ୍ଦାନ୍ତ ଅପରାଧୀ ଚକରା ଆଉ ତାର ସହଯୋଗୀ। ବରମୁଣ୍ଡା ହାଇସ୍କୁଲ ପଡ଼ିଆରେ ଲୁଟ୍ ପାଇଁ ପ୍ରସ୍ତୁତି ଚଳାଇଥିବା ଅପରାଧୀଙ୍କୁ ଧରିବା ପାଇଁ ପହଞ୍ଚିଥିଲା ସ୍ପେଶାଲ ସ୍କ୍ୱାଡ ଏବଂ ଖଣ୍ଡଗିରି ପୋଲିସ। ପୋଲିସକୁ ଦେଖି ବୋମା ମାଡ଼ କରିଥିଲେ ଅପରାଧୀ। ଏହାର ଜବାବରେ ପୋଲିସ ଏନକାଉଣ୍ଟର କରିଥିଲା।

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter #Odisha #Bhubaneswar #Encounter #SpecialStory

odisha newslatest odia newsodia breaking news

Post a Comment

0 Comments